HARI BANSHA PURANA - All Episodes | ହରିବଂଶ ପୁରାଣ | Sidharth Bhakti Channel

ଭାଗବତ ପରି ଓଡିଶାର ଘରେ ଘରେ ପରିଚିତ #ହରିବଂଶ ପୁରାଣ ରେ ରେ ଭଗବାନ କୃଷ୍ଣଙ୍କ କାହାଣୀମାନ ଅତି ସୁନ୍ଦର ଭାବରେ ବର୍ଣ୍ଣିତ ହୋଇଛି । ଭକ୍ତିଯୁଗର ଅନ୍ୟତମ ପୂରୋଧା ତଥା ପଞ୍ଚସଖାଙ୍କ ମଧ୍ୟରୁ ଜଣେ, ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ରଚିତ ଅନବଦ୍ୟ କୃତି ହେଉଛି ହରିବଂଶ ପୁରାଣ । ପ୍ରଥମ ଥର ଏକ ଧାରାବାହିକ ଭାବେ ସିଦ୍ଧାର୍ଥ ଭକ୍ତି ଚାନେଲକୃଷ୍ଣଙ୍କ କାହାଣୀ ବର୍ଣ୍ଣନା ସହ ଗୀତ ମାଧ୍ୟମରେ ପ୍ରସ୍ତୁତ କରିଛନ୍ତି ହରିବଂଶ ପୁରାଣ

Curated by: Sidharth Utsav (1453 videos)


Tracks in this Playlist